ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Published By : Prameya-News7 Bureau | December 20, 2018 IST

ବଲାଙ୍ଗିର ୨୦|୧୨:  ମୃତଦେହ ରଖି ରାସ୍ତାରେ।କ । ବଲାଙ୍ଗୀର ସଇଁତଳା ବରଗାଁ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ମୃତଦେହ ରଖି ରାସ୍ତା ଅବରେ।ଧ କରିଛନ୍ତି ସମ୍ପର୍କୀୟ ଓ ସ୍ଥାନୀୟ ଲେ।କେ । କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସଇଁତଳା ବରଗାଁ ନିକଟରେ ଅଜଣା ଗାଡି ଧକ୍କାରେ ବିଘ୍ନ ଭେ।ଇ ଗୁରୁତର ହେ।ଇଥିଲେ । ତାଙ୍କୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘେ।ଷଣା କରିଥିଲେ। ପରିବାରଲୋକଙ୍କୁ କ୍ଷତିପୂରଣ ଦାବିରେ ମୃତକଙ୍କ ସମ୍ପର୍କୀୟ ଓ ସ୍ଥାନୀୟଲେ।କେ ମୃତଦେହ ରଖି ରାସ୍ତାରେ।କ କରିଛନ୍ତି । ଫଳରେ ବଲାଙ୍ଗୀର-ଭବାନୀପାଟଣା ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେ।ଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.