ଡାହାଣୀ ସନ୍ଦେହରେ ମହିଳାଙ୍କୁ ହାଣି ଦେଲା ଯୁବକ : କଟାମୁଣ୍ଡ ଧରି ଥାନାରେ କଲା ଆତ୍ମସମର୍ପଣ
15/06/2020 at 2:08 PM

ଉଦଳା ୧୫/୬: ଡାହାଣୀ ସନ୍ଦେହରେ ମହିଳାଙ୍କୁ ମାରଣାସ୍ତ୍ରରେ ଗଣ୍ଡିମୁଣ୍ଡ ଅଲଗା କରି ଦେଇଛି ଯୁବକ। ହତ୍ୟା କରିବା ପରେ କଟା ମୁଣ୍ଡ ଧରି ଅଭିଯୁକ୍ତ ଥାନାରେ ହାଜର ହୋଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଖୁଣ୍ଟା ଥାନା କରକଚିଆ ନୁଆସାହି ଗ୍ରାମରେ।
ମୃତ ମହିଳାଙ୍କ ନାଁ ଚମ୍ପା ସିଂହ। ପୁଅ ମୃତ୍ୟୁ ପଛରେ ଚମ୍ପା ଡାହାଣୀ ସାଜି ହତ୍ୟା କରିଥିବାର ହତ୍ୟାକାରୀ ଯୁବକ ବୁଦ୍ଧିରାମ ସିଂହ ଥାନାରେ କହିଥିଲା।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021