Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହାଣି ଦେଲା ଯୁବକ : କଟାମୁଣ୍ଡ ଧରି ଥାନାରେ କଲା ଆତ୍ମସମର୍ପଣ

15/06/2020 at 2:08 PM

ଉଦଳା ୧୫/୬: ଡାହାଣୀ ସନ୍ଦେହରେ ମହିଳାଙ୍କୁ ମାରଣାସ୍ତ୍ରରେ ଗଣ୍ଡିମୁଣ୍ଡ ଅଲଗା କରି ଦେଇଛି ଯୁବକ। ହତ୍ୟା କରିବା ପରେ କଟା ମୁଣ୍ଡ ଧରି ଅଭିଯୁକ୍ତ ଥାନାରେ ହାଜର ହୋଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଖୁଣ୍ଟା ଥାନା କରକଚିଆ ନୁଆସାହି ଗ୍ରାମରେ।

ମୃତ ମହିଳାଙ୍କ ନାଁ ଚମ୍ପା ସିଂହ। ପୁଅ ମୃତ୍ୟୁ ପଛରେ ଚମ୍ପା ଡାହାଣୀ ସାଜି ହତ୍ୟା କରିଥିବାର ହତ୍ୟାକାରୀ ଯୁବକ ବୁଦ୍ଧିରାମ ସିଂହ ଥାନାରେ କହିଥିଲା।

   Related Posts