Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବ୍ରିଜ ଉପରୁ ପଡି ଯୁବକଙ୍କ ମୃତ୍ୟୁ

19/06/2020 at 8:01 PM

ସୁବର୍ଣ୍ଣପୁର୧୯/୬: ବ୍ରିଜ ଉପରୁ ପଡି ଯୁବକଙ୍କ ମୃତ୍ୟୁ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କରଲାଜୁରୀ ଗାଁ ନିକଟରେ ଥିବା ବ୍ରିଜ ଉପରୁ ସାଇକେଲ ସହ ଖସିପଡି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ହେଲେ ଚମ୍ପାଡୁଲୀ ଗାଁର ଭୋଜରାଜ ବଗର୍ତି। ତାଙ୍କ ବୟସ ୩୦ ବର୍ଷ। ଶୁକ୍ରବାର ଭୋଜରାଜଙ୍କ ମୃତଦେହ   ବ୍ରିଜତଳ ପାଣିଭିତରେ ଭାସୁଥିବା ଦେଖି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀ ପହଁଞ୍ଚି ପାଣି ଭିତରୁ ଶବକୁ ଉଦ୍ଧାର କରିଥିଲେ। ପରେ ଘଟଣା ସ୍ଥଳକୁ ଡୁଙ୍ଗୁରିପାଲି ପୋଲିସ ପହଁଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।I ତେବେ ଯୁବକ ଜଣଙ୍କ କିଭଳି ଭାବେ ସାଇକେଲରୁ ବ୍ରିଜ ତଳକୁ ଖସିପଡି ତାଙ୍କର ମୃତ୍ୟୁ ହେଲା ତାହାର କାରଣ ଅସ୍ପଷ୍ଟ।

   Related Posts