ଧାନ ବୋଝେଇ ଟ୍ରକ୍ ଧକ୍କାରେ ଯୁବକ ମୃତ
29/06/2019 at 8:14 AM

ବଲାଂଗୀର ୨୯|୬: ପୋଲରେ ବସିଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ଧାନ ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଯୁବକ ମୃତ । ମୃତ ଯୁବକ ଜଣକ ହେଲେ ବଙ୍ଗୋମୁଣ୍ଡା ଥାନା ସତନାମୀ ପଡାର ଧରୁଆ ସତନାମୀ ।

ମୃତଦେହ ରଖି ଉତ୍ତ୍ୟକ୍ତ ଲୋକଙ୍କୁ ରାସ୍ତାରୋକ । ବଙ୍ଗୋମୁଣ୍ଡା-ସିନ୍ଧେକେଲା ରାସ୍ତା ଅବରୋଧ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021