ଟ୍ରେନ ଧକ୍କାରେ ଯୁବକ ମୃତ

Published By : Prameya-News7 Bureau | September 12, 2019 IST

ଭୁବନେଶ୍ବର ୧୨।୦୯- ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନରେ ଟ୍ରେନ ଧକ୍କାରେ   ଯୁବକଙ୍କର ମୃତ୍ୟୁ । ଗୁରୁବାର ସକାଳେ  ଷ୍ଟେସନ ଭିତରେ ଯୁବକ  ଜଣକ ଟ୍ରେନ ଲାଇନ ପାର ହେଉଥିବା ବେଳେ  ଏକ ଟ୍ରେନ ଧକ୍କା​‌ ଦେଇଥିଲା। ଫଳରେ ତାଙ୍କ ଗୋଡ କଟିଯିବା ସହ  ମୁଣ୍ଡରେ ଆଘାତ ଲାଗିଥିଲା।ଘଟଣାସ୍ଥଳ​‌ରେ ତାଙ୍କର ମୃତ୍ୟୁ ହୋଇଥିଲା।  ତେବେ ଲିଙ୍ଗରାଜ ଷ୍ଟେସନରେ ବାରମ୍ବାର  ଏଭଳି ଘଟଣା ଘଟୁଥିବାରୁ ଯାତ୍ରୀଙ୍କ  ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.