Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରେନ ଧକ୍କାରେ ଯୁବକ ମୃତ

ଭୁବନେଶ୍ବର ୧୨।୦୯- ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନରେ ଟ୍ରେନ ଧକ୍କାରେ   ଯୁବକଙ୍କର ମୃତ୍ୟୁ । ଗୁରୁବାର ସକାଳେ  ଷ୍ଟେସନ ଭିତରେ ଯୁବକ  ଜଣକ ଟ୍ରେନ ଲାଇନ ପାର ହେଉଥିବା ବେଳେ  ଏକ ଟ୍ରେନ ଧକ୍କା​‌ ଦେଇଥିଲା। ଫଳରେ ତାଙ୍କ ଗୋଡ କଟିଯିବା ସହ  ମୁଣ୍ଡରେ ଆଘାତ ଲାଗିଥିଲା।ଘଟଣାସ୍ଥଳ​‌ରେ ତାଙ୍କର ମୃତ୍ୟୁ ହୋଇଥିଲା।  ତେବେ ଲିଙ୍ଗରାଜ ଷ୍ଟେସନରେ ବାରମ୍ବାର  ଏଭଳି ଘଟଣା ଘଟୁଥିବାରୁ ଯାତ୍ରୀଙ୍କ  ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

336 Views

   ସମ୍ବନ୍ଧିତ ଖବର