ଅନୁଗୋଳ ୬|୨: ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ କୁଶକିଳା ଗାଁ ବିଲରୁ ଜଣଙ୍କର ମୃତଦେହ ଉଦ୍ଧାର। ମୃତକ ହେଲେ କୁଶକିଳା ଗାଁର ବୁଧୁ ନାଏକ। ବୟସ ୩୫ ବର୍ଷ । ଗତକାଲି ରାତିରୁ ସେ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ଆଜି ତାଙ୍କର ମୃତଦେହ ବିଲ ମଧ୍ୟରେ ଦେଖିବାକୁ ମିଳିଛି। ପରିବାରର ଅଭିଯୋଗ କ୍ରମେ ଜରପଡା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କଟିଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ ହେଉଛି ।
ନିର୍ବାଚନ ୨୦୨୪, ଓଡିଶାରେ ୨ୟ ପର୍ଯ୍ୟାୟ ମତଦାନ ପାଇଁ...