ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | June 18, 2019 IST

କଳାହାଣ୍ଡି ୧୮|୬: ଗାଁ ନିକଟ ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ବୋରିଙ୍ଗପଦର ନୀଳଗିରି ବଗିଚାରୁ ମିଳିଛି ଯୁବକଙ୍କ ମୃତଦେହ । ମୃତକ ହେଲେ ୩୦ବର୍ଷ ବୟସ୍କ କୃଷ୍ଣ ସାହୁ । ଯୁବକଙ୍କ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଲାଞ୍ଜିଗଡ ପୋଲିସର ତଦନ୍ତ ଜାରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.