ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲିଠାରୁ ଥିଲେ ନିଖୋଜ

Published By : Prameya-News7 Bureau | September 02, 2019 IST

ତେଲକୋଇ ୨।୯:  ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରୁଗୁଡି ଗାଁ ପୋଖରୀରୁ ମିଳିଛି ମୃତଦେହ । ମୃତକ ହେଲେ ବନମାଳୀ ଦେହୁରୀ । ଗତକାଲିଠାରୁ ବନମାଳୀ ନିଖୋଜ ଥିଲେ । ପୋଖରୀ ହୁଡାରୁ ଜୋତା ଓ ଗାମୁଛା ଉଦ୍ଧାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.