Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

12/06/2018 at 7:16 AM

ମୟୁରଭଞ୍ଜ ଚାନ୍ଦୁଆ ଥାନା ମାଙ୍କଡକେନ୍ଦା ଗାଁରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି … ମୃତକ ଜଣକ ସେହି ଗାଁର ମଙ୍ଗଳ ସିଂଙ୍କ ପୁଅ ତନୁ ସିଂ … ସକାଳେ କିଛି ଗ୍ରାମବାସୀ ତନୁଙ୍କ ରକ୍ତାକ୍ତ ମୃତଦେହ ଘର ପାଖ ଏକ ବିଲରେ ପଡିଥିବା ଦେଖି ଘରଲୋକଙ୍କୁ ଖବର ଦେଇଥିଲେ … ଖବର ପାଇ ଚାନ୍ଦୁଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି …

   Related Posts