ଶ୍ବଶୁର ଘରେ ଜ୍ବାଇଁର ମର୍ଡର !

Published By : Prameya-News7 Bureau | December 27, 2018 IST

ଭଞ୍ଜନଗର ୨୭|୧୨: ଭେଜିପୁଟ ପୋଷ୍ଟ ଅଫିସ ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଭେଜିପୁଟ ଗାଁର କେଦାର ପାତ୍ର । ପାରିବାରିକ କଳହ ଯୋଗୁଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶ୍ବଶୁର ଘରଲୋକ ମାରି ଫିଙ୍ଗି ଦେଇଥିବା କେଦାରଙ୍କ ଘର ଲୋକ ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.