ଭଦ୍ରକ ବାଇପାସ୍ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 29, 2019 IST

ଭଦ୍ରକ ୨୯।୮: ଭଦ୍ରକ ବାଇପାସ୍ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ମୟୂରଭଞ୍ଜ ଅଞ୍ଚଳର ବୋଲି ଜଣାପଡିଛି । ସେ ଭଦ୍ରକରେ ରହି କାମ କରୁଥିଲେ ।

{"id":150355}

ତାଙ୍କ ହାତରେ ସାଲାଇନ୍ ଲକ୍ ଲାଗିଥିବା ଦେଖିବାକୁ ମିଳିଛି। ତେଣୁ ମୃତକ ଚିକିତ୍ସିତ ହେଉଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଭଦ୍ରକ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.