ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Published By : Prameya-News7 Bureau | August 29, 2018 IST

କଳାହାଣ୍ଡିର ଏକ ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପରିବାର ପକ୍ଷରୁ ହତ୍ୟା ଆଭିଯୋଗ । କେସିଙ୍ଗା ଥାନା ଅନ୍ତର୍ଗତ ତହଁସିର ନିକଟ କୁମରପୁର ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ କୁର୍ଲୁପଡା ଗାଁର ଶତ୍ରୁଘନ ସାହା । ମୃତକ ଗତ ସୋମବାର ଠାରୁ ଘରୁ ନିଖୋଜ ରହିଥିଲେ । କେସିଙ୍ଗା ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି । ପୋଲିସ ଅଧିକୃତ ଭାବେ ହତ୍ୟାର ପୁଷ୍ଟି କରୁ ନ ଥିବା ବଳେ ପୋଲିସର ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.