Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଧୋଉଥିବାବେଳେ ନଦୀରେ ବୁଡି ଯୁବକ ମୃତ

16/05/2019 at 3:18 PM

ଆଠଗଡ ୧୬|୫:  ନଦୀରେ ବୁଡି ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କଟକ ଚୌଧୁରୀବଜାର ଅଂଚଳର ଅକ୍ଷୟ କୁମାର ସିଂ ।

ସୂଚନାଯୋଗ୍ୟ ଯେ, ଆଜି ମଧ୍ୟାହ୍ନରେ ମୁଣ୍ଡଳିଠାରେ ଗାଧୋଉଥିବା ବେଳେ ନଦୀରେ ଜଣେ ଯୁବକ ବୁଡିଯାଇଥିଲେ । ଖବର ପାଇ ଆଠଗଡ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ମୁଣ୍ଡଳିଠାରେ ପହଂଚି ପାଣି ଭିତରୁ ମୃତଦେହ ଉଦ୍ଧାର କରିଥିଲେ । ପରେ ମୃତଦେହକୁ ଆଠଗଡ ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛନ୍ତି । ମୃତ ଯୁବକ ଜଣକ ହେଲେ କଟକ ଚୌଧୁରୀବଜାର ଅଂଚଳର ଅକ୍ଷୟ କୁମାର ସିଂ ।

   Related Posts