ଅନ୍ଧବିଶ୍ବାସ ! ମାନସିକ ପୂରଣ ପାଇଁ ଘଟଗାଁ ତାରଣୀ ମନ୍ଦିରରେ ଜିଭ କାଟିଦେଲେ ଯୁବକ
Published By : Prameya-News7 Bureau | May 19, 2018 IST
ଅନ୍ଧବିଶ୍ବାସ ...ମାନସିକ ପୂରଣ ପାଇଁ ଘଟଗାଁ ତାରଣୀ ମନ୍ଦିରରେ ଜିଭ କାଟିଦେଲେ ଯୁବକ... ଘଟଗାଁ ହସ୍ପିଟାଲରେ ଭର୍ତ୍ତି... ପରିବାର ସହ ତାରିଣୀ ପୀଠ ଆସିଥିଲେ ମରୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗାଁର ଦଶରଥ...