ପ୍ରେମିକର ଉନ୍ମତ କାଣ୍ଡ - ପ୍ରେମିକାର ଗଳା କାଟିଲା

Published By : Prameya-News7 Bureau | January 04, 2020 IST

ଭବାନୀପାଟଣା ୦୪।୦୧- ପ୍ରେମିକର ଉନ୍ମତକାଣ୍ଡ । ପ୍ରେମିକାର ଗଳା କାଟିବାରୁ ଗୁରୁତର । ଏହି ଘଟଣା କାଳାହାଣ୍ଡି ଜିଲ୍ଲା ସଇଁତଳା ବେଲ ଗାଁରେ ଘଟିଛି । ପୁଲିସ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ପରେ ଏହି ଯୁବତୀଙ୍କୁ ଚିକିତ୍ସା ପାଇଁ ବୁର୍ଲାମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.