ଖଲିକୋଟ: ଗୁଳିମାଡରେ ଯୁବକ ଗୁରୁତର

Published By : Prameya-News7 Bureau | September 07, 2019 IST

ବ୍ରହ୍ମପୁର -ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ନୀଳକଣ୍ଠ ପରିଡା ନାମକ ବ୍ୟକ୍ତି ଉପରକୁ ଗୁଳିମାଡ । ମୁଖା ପିନ୍ଧି ଏକ ବାଇକ ଯୋଗେ ଦୁବୃର୍ତ୍ତ ଆସି ଗୁଳି କରି ଘଟଣା ସ୍ଥଳରୁ ଫେରାର ହୋଇଥିବା ସୂଚନା ।ଆହତ ନୀଳକଣ୍ଠକୁ ପ୍ରଥମେ ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଚିକିତ୍ସା ପାଇଁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.