ଯୁବକକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦୁର୍ବୃତ ଫେରାର
24/01/2020 at 3:55 PM

ଭଞ୍ଜନଗର ୨୪।୦୧ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଧୁମୁଛଇ ଗ୍ରାମ ଛ ରେ ଏକ ଯୁବକ କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦୁର୍ବୁତ ଫେରାର ହୋଇଛି । ଯୁବକଙ୍କ ଶରୀରେ ଅନେକ ଅଂଶ ଜଳିଯାଇଛି। ଭଞ୍ଜନଗର ପୁଲିସ ଏହି ଘୃଖବର ପାଇାବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସନ୍ତୋଷ ନାୟକ ନାମକ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଡାକିବା ସହ ପେଟ୍ରୋଲା ଢାଳି ଦେଇଥିଲା । ପେଟ୍ରୋଲ ଢାଳିବା ଯୋଗୁଁ ସନ୍ତୋଷ ଶରୀରରେ ନିଆଁ ଲାଗିଯାଇଥିଲା। ସେଠାରୁ ଅନ୍ୟ ଯୁବକ ଫେରାର ହୋଇଯାଇଥିଲା ।
ଗୁରୁତର ଅବସ୍ଥାରେ ସନ୍ତୋଷକୁ ପ୍ରଥମେ ସ୍ଥାନୀୟ ପରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କଲେଜ୍କୁ ସ୍ଥାନାନ୍ତାର କରାଯାଇଛି । ପୁଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021