ସୀମା ଟପିଲା ବର୍ବରତା, ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ

Published By : Prameya-News7 Bureau | December 21, 2019 IST

ଖୋର୍ଦ୍ଧା ୨୧।୧: ସୀମା ଟପିଲା ବର୍ବରତା । ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିବା ସହ ପରିସ୍ରା ପିଆଇଲେ ୨ ଯୁବକ। ଖୋର୍ଦ୍ଧା ସଦର ଥାନା କାଇପଦରରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

{"id":200545,"sizeSlug":"large"}

ସୂଚନାଯୋଗ୍ୟ ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି ୨ ଯୁବକ । ଘଟଣା ୩ ଦିନ ତଳର ହୋଇଥିବାବେଳେ ଏବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି । ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ପରେ ଛାଡିଦେଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.