Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୁବକଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

2/07/2020 at 7:27 AM

ବ୍ରହ୍ମପୁର ୨।୭: ଯୁବକଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ । ବ୍ରହ୍ମପୁର ନୀଳକଣ୍ଠେଶ୍ବର ମନ୍ଦିର ପଡିଆ ନିକଟରେ ଯୁବକଙ୍କୁ ଜଣେ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ତେବେ କିଏ ଏବଂ କାହିଁକି ଏଭଳି ଆକ୍ରମଣ କରିଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି । ଭିଡିଓରେ କେମିତି ଦୁର୍ବୃତ୍ତ ଜଣଙ୍କ ଅମାନବିକ ଭାବେ ବାଡିରେ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଏହି ଭିଜୁଆଲଟି ଏବେ ଭାଇରାଲ ହେବାରେ ଲାଗିଛି ।

   Related Posts