Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉପ-ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

1/09/2018 at 3:49 PM

ରାଉରକେଲା ୧/୯ : ରାଉରକେଲା ଉପ-ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଘଟଣ ଘଟିଛି | ବେକରେ ଦଉଡି ଦେଇ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ତେବେ ଯୁବକ ଜଣକ କଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେ କାରଣ ଅସ୍ପଷ୍ଟ ରହିଛି | ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଏବେ ଯାଇଁ ଯୁବକଙ୍କ ପରିଚୟ ମିଳିପାରିନାହିଁ |

   Related Posts