Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଥାନା ପରିସରରେ ବିଷ ପିଇଲେ ଯୁବକ, କନେଷ୍ଟବଳଙ୍କ ନାଁରେ ଆଣିଲେ ଅଭିଯୋଗ

27/07/2021 at 3:51 PM

ସମ୍ବଲପୁର ୨୭।୭: ସମ୍ବଲପୁର ଟାଉନ ଥାନା ପରିସରରେ ବିଷ ପିଇଲେ ଯୁବକ । ଯୁବକ ଜଣଙ୍କ ସମ୍ବଲପୁର ବଡବଜାର ସାଏ ବଙ୍ଗଳାର ନବୀନ ଶର୍ମା ବୋଲି ଜଣାପଡିଛି । ତାଙ୍କୁ ଜଣେ କନେଷ୍ଟବଳ ହଇରାଣ କରିବା ସହ ତାଙ୍କ ଗାଡି ଜବତ କରିଦେଇଥିବାରୁ ସେ କୀଟନାଶକ ପିଇ ଦେଇଥିବା କହିଛନ୍ତି । 

ସଙ୍ଗେସଙ୍ଗେ ପୋଲିସ ତାଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି । ତାଙ୍କୁ ସେହି କନେଷ୍ଟବଳ ଜଣଙ୍କ ବାରମ୍ବାର ହଇରାଣ କରୁଥିବାରୁ ସେ ଏ ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ଥାନା ଭିତରକୁ ବିଷ ନେଇ ଆସିବା ସତ୍ତ୍ବେ କେହି କେମିତି ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ ଉଠିଛି ।

   Related Posts