ଏକତରଫା ପ୍ରେମ ! ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ପରେ ନିଜକୁ ଆକ୍ରମଣ କଲେ ଯୁବକ

Published By : Prameya-News7 Bureau | February 25, 2019 IST

ଯାଜପୁର ୨୫|୨: ଏକତରଫା ପ୍ରେମରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଅଭିଯୁକ୍ତ ଯୁବକ ବି ନିଜକୁ ଆକ୍ରମଣ କରିଛି । ଯାଜପୁର ରସୁଲପୁର ବନ୍ଧଡିହ ବ୍ରାହ୍ମଣୀ ନଦୀ ବନ୍ଧ ଉପରେ ଏଭଳି କାଣ୍ଡ ଘଟିଛି । ପ୍ରେମିକାର ମୁଣ୍ଡ, ହାତ, ବେକ, ପିଠିରେ ଗୁରୁତର ଆଘାତ ଲାଗିଛି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ପ୍ରେମିକ ଆହତ ଅବସ୍ଥାରେ ବନ୍ଧ ଉପରେ ପଡ଼ିଛି । ବ୍ରହ୍ମବରଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.