ଗାଁ ଦାଣ୍ଡରେ ଭୁଜାଲି ଧରି ମହିଳାଙ୍କୁ ହାଣିବାକୁ ଗୋଡାଇଲେ ଯୁବକ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

Published By : Prameya-News7 Bureau | April 09, 2021 IST

ଯାଜପୁର ୯।୪: ପ୍ରସାଦ ସେବନ ବେଳେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଗାଁ ଦାଣ୍ଡରେ ଭୁଜାଲି ଧରି ମହିଳାଙ୍କୁ ହାଣିବାକୁ ଗୋଡାଇଲେ ଯୁବକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାର ଲାଗିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ମଙ୍ଗଳପୁର ଥାନା ପାଲଟପୁର ପଞ୍ଚାୟତ ବେହେରା ସାହିରେ ଦେଖିବାକୁ ମିଳିଛି ଯୁବକଙ୍କ ଉନ୍ମତକାଣ୍ଡ । ଗାଁ ଦାଣ୍ଡରେ ଭୁଜାଲି ଧରି ମହିଳାଙ୍କୁ ହାଣିବାକୁ ଗୋଡାଇଲେ ମଲ୍ଲିକ ସାହିର ହେମନ୍ତ ମଲ୍ଲିକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାର ଲାଗିଛି । ଏହି ଘଟଣାକୁ କେନ୍ଦ୍ରକରି ମଙ୍ଗଳପୁର ଥାନା ସାମ୍ନାରେ ଗୁରବାର ରାତିଠାରୁ ଧାରଣା ଦେଇଛନ୍ତି । ପ୍ରସାଦ ସେବନକୁ ନେଇ ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.