ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରି ଯୁବକ ଗିରଫ

Published By : Prameya-News7 Bureau | November 29, 2018 IST

କଳାହାଣ୍ଡି ୨୯|୧୧:  ପୁଣି ଭାଇରାଲ ହେଲା ଜଣେ ଯୁବତୀଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ । ବିବାହର ପ୍ରଲୋଭନ ଦେଇ ଯୁବତୀ ସାଙ୍ଗରେ ସଂପର୍କ ରଖି ସେହି ସମୟର ଭିଡିଓକୁ ନିଜ ମୋବାଇଲରେ ସୁଟିଂ କରିବା ପରେ କୌଣସି କାରଣରୁ ତାକୁ ପ୍ରେମିକ ଭାଇରାଲ କରିବା ପରେ ଘଟଣା ପ୍ରଘଟ ହୋଇଥିଲା। ଏ ନେଇ ପୀଡିତା ଯୁବତୀ ଜଣକ କୋକସରା ଥାନାର ଦ୍ବାରସ୍ଥ ହୋଇଛି । କୋକସରା ଥାନା ତରାପୁର ଗ୍ରାମର ଜଣେ ଯୁବକ ନିକଟ ପୋଡବେଡା ଗ୍ରାମର ଜଣେ ଯୁବତୀକୁ ପ୍ରେମ କରି ଏପରି କାଣ୍ଡ କରିଥିବା ବୋଲେ ପୀଡିତା ଯୁବତୀର ଅଭିଯୋଗକ୍ରମେ କୋକସରା ପୋଲିସ ଯୁବକକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.