ଚୁଡ଼ିରେ ଲୁଚି ରହିଥାଏ ଆପଣଙ୍କ ସ୍ବାମୀଙ୍କ ଭବିଷ୍ୟତ : ଜାଣନ୍ତୁ କିପରି

Published By : Prameya-News7 Bureau | January 26, 2019 IST

ଆଜି ଆମେ ମହିଳାଙ୍କ ଚୁଡ଼ି ସମ୍ବନ୍ଧୀୟ ଏପରି କଥା ଜାଣିବା ଯାହା ଆପଣଙ୍କ ସହ ଆପଣଙ୍କ ସ୍ବାମୀଙ୍କୁ ମଧ୍ୟ ଧନୀ କରିଦେବ। ଆପଣ ଚମକିଗଲେ କି? ହଁ ଏହା ସତ।

{"id":78132}

କୈାଣସି ବିବାହିତା ମହିଳାଙ୍କୁ ତମ୍ବାର ଆଭୂଷଣ ପିନ୍ଧିବା ଅନୁଚିତ୍। ବିଶେଷ କରି ଚୁଡ଼ି ଏବଂ ମୁଦି ତ ବିଲକୁଲ ବି ନୁହେଁ। କାରଣ ଏହା ଦ୍ବାରା ହାନି ହୋଇଥାଏ। କୁହାଯାଏ ଯେଉଁ ଚୁଡ଼ିଗୁଡ଼ିକ ପିନ୍ଧିବାବେଳେ ଭାଙ୍ଗି ଯାଇଥାଏ ସେହି ଚୁଡ଼ିକୁ କେଉଁଠାରେ ପକାଇବା ଅନୁଚିତ୍। କାରଣ ଏହା ଆପଣଙ୍କ ସୁହାଗର ପ୍ରତୀକ ହୋଇଥାଏ ତେଣୁ ଏହି ଚୁଡ଼ିକୁ ପ୍ରଥମେ ମୁଣ୍ଡରେ ୩ଥର ଲଗାଇ କାଗଜରେ ରଖି ଡଷ୍ଟବିନରେ ପକାଇବା ଉଚିତ୍। ଏହାଦ୍ବାରା ଆପଣଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇନଥାଏ।

{"id":78133}

କେତେଗୁଡ଼ିଏ ଚୁଡ଼ି ଫାଟିଯାଇଥାଏ ଏବଂ ଏହାକୁ ମହିଳାମାନେ ପିନ୍ଧି ଦିଅନ୍ତି । କିନ୍ତୁ ଏପରି କରିବା ଅନୁଚିତ୍। ଏପରି କରିବା ଦ୍ବାରା ଆପଣଙ୍କ ସ୍ବାମୀଙ୍କ ପାଇଁ ଦୁର୍ଭାଗ୍ୟ ଆସିଥାଏ। ଜ୍ୟୋତିଷରେ ଏହା ମଧ୍ୟ କୁହାଯାଇଛି ଯେ ମହିଳାଙ୍କ ଦୁଇ ହାତରେ ବରାବର ଚୁଡ଼ି ପିନ୍ଧିବା ଅନୁଚିତ୍। ଅର୍ଥାତ୍ ଡାହାଣ ହାତରେ ଯେତେ ଚୁଡ଼ି ପିନ୍ଧିଥିବେ ବାମ ହାତରେ ଗୋଟିଏ କିମ୍ବା ଦୁଇଟି ଚୁଡ଼ି ଅଧିକ ପିନ୍ଧନ୍ତୁ। ଏହା ଦ୍ବାରା ଫାଇଦା ମିଳିଥାଏ।

{"id":78134}

କୁହାଯାଏ ଯେ ମହିଳାମାନେ କେବେ ମଧ୍ୟ ବାଳ ଖୋଲା ରଖି ଚୁଡ଼ି ପିନ୍ଧିବା ଅନୁଚିତ୍। ଯଦି ଆପଣ ଏପରି କରିଥାନ୍ତି ତେବେ ଆପଣଙ୍କ ସ୍ବାମୀ ଗରିବ ହୋଇଯାଇଥାନ୍ତି। କୁହାଯାଏ ଏହାର ପ୍ରଭାବ ବାପଘରେ ଏବଂ ଶାଶୁ ଘରେ ପଡ଼ିଥାଏ। ଆପଣ ପ୍ରଥମେ ପାନିଆରେ ମୁଣ୍ଡ କୁଣ୍ଡାଇନିଅନ୍ତୁ ଏହାପରେ ଚୁଡ଼ି ପିନ୍ଧନ୍ତୁ।

{"id":78135,"width":600,"height":399}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.