ବଡ ଭାଇକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସାନ ଭାଇ, ପାରିବାରିକ ଅଶାନ୍ତିରୁ ହତ୍ୟା ସନ୍ଦେହ

Published By : Prameya-News7 Bureau | July 11, 2021 IST

ରାଉରକେଲା ୧୧।୭: ବଡ ଭାଇକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସାନ ଭାଇ । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବନ୍ଦଲ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ ଘଟିଛି ।  

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବନ୍ଦଲ ଗାଁରେ ହତ୍ୟାକାଣ୍ଡ । ପାରିବାରିକ ଅଶାନ୍ତିରୁ ବଡ ଭାଇକୁ ଠେଙ୍ଗାରେ ପିଟି ପିଟି ସାନ ଭାଇ ହତ୍ୟା କରିଛି । ସାନ ଭାଇ ତା ନିଜ ଇଚ୍ଛାରେ ବିବାହ କରିଥିବାରୁ ପରିବାରଲୋକେ ବାରଣ କରିଥିଲେ । ଅଭିଯୁକ୍ତ ସାନ ଭାଇକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.