କ୍ବାରେଣ୍ଟାଇନ୍ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | May 20, 2020 IST

ନୟାଗଡ୨୦/୫: ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନୟଗଡ଼ା ବାହାଡ଼ାଝୋଲା କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଭଜକୃଷ୍ଣ ବେହେରାଙ୍କ ମୃତ୍ୟୁ । କାରଣ ଅସ୍ପଷ୍ଟ । ମୃତକଙ୍କ ଘର ଓଡଗାଁ ଥାନା ହରିପୁର ଗାଁରେ । ସେ ତାମିଲନାଡୁରୁ ଆସି ସେଠାରେ ଥିଲେ । ବର୍ତ୍ତମାନ ଏହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ଏହି ତାମିଲନାଡୁର ଫେରି କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ତେବେ ହଠାତ୍ କିପରି ତାଙ୍କର ମୃତ୍ୟୁ ହେଲା ଜଣାପଡି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.