Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ବାରେଣ୍ଟାଇନ୍ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ

20/05/2020 at 11:09 AM

ନୟାଗଡ୨୦/୫: ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନୟଗଡ଼ା ବାହାଡ଼ାଝୋଲା କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଭଜକୃଷ୍ଣ ବେହେରାଙ୍କ ମୃତ୍ୟୁ । କାରଣ ଅସ୍ପଷ୍ଟ । ମୃତକଙ୍କ ଘର ଓଡଗାଁ ଥାନା ହରିପୁର ଗାଁରେ । ସେ ତାମିଲନାଡୁରୁ ଆସି ସେଠାରେ ଥିଲେ । ବର୍ତ୍ତମାନ ଏହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ଏହି ତାମିଲନାଡୁର ଫେରି କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ତେବେ ହଠାତ୍ କିପରି ତାଙ୍କର ମୃତ୍ୟୁ ହେଲା ଜଣାପଡି ନାହିଁ।

   Related Posts