ଯୁବ ଆଇ .ଏ.ଏସ୍ ଅଫିସରଙ୍କ ଉପାନ୍ତ ଅଞ୍ଚଳ ଗସ୍ତ

Published By : Prameya-News7 Bureau | September 08, 2019 IST

ବ୍ରହ୍ମପୁର ୮।୯-  ଯୁବ ଆଇ .ଏ.ଏସ୍ ଅଫିସର ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଙ୍କ ଉପାନ୍ତ ଅଞ୍ଚଳ ଗସ୍ତ ।   ପାତ୍ରପୁର ବ୍ଳକ୍ ଆଙ୍କୁଲି ପଞ୍ଚାୟତର ୬ଟି ଗାଆଁ ବୁଲି ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ଏହି ଯୁବ ଅଧିକାରୀ ।

{"id":154964}

  ବ୍ରହ୍ମପୁର ଉପଜିଲ୍ଲାପାଳ ଏଲଗଲ,  ବେହେରାପୁଟ୍, ମାଡୁଆ,  ପ୍ରମୁଖ ୬ଟି ଗାଆଁ କୁ ଗସ୍ତ କରିଛନ୍ତି ।

{"id":154965}

ଏହି  ଯୁବ ଆଇ  .ଏ.ଏସ୍ ଅଫିସର ଡଙ୍ଗାରେ ୬ କିଲୋମିଟର ଏବଂ ପାଦରେ ଚାଲି ଚାଲି ୧୦ କିଲୋମିଟର ଯାଇଥିବା ବେଳେ  ଏହି ଅଞ୍ଚଳର ବିକାଶ ଓ ବିଭିନ୍ନ ସମସ୍ୟା  ବିଷୟରେ ପଚାରି ବୁଝିଥିଲେ ।  ବିକାଶ ପହଞ୍ଚି ପାରି ନଥିବା ଏହି ଅପହଞ୍ଚ ଗ୍ରାମ ଗୁଡିକ ବିଷୟରେ ପଚାରି ବୁଝିଥିଲେ ।

{"id":154966}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.