ରେଡ ଓ୍ବାଇନ୍ ପିଇଲେ ହେବ ଏହିସବୁ ଲାଭ : ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | January 02, 2020 IST

ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଆପଣ ଯୌନ ସମ୍ପର୍କ ପୂର୍ବରୁ କୌଣସି ମାଦକ ପାନୀୟ ନେଉଥାଆନ୍ତି,ତେବେ ରେଡ ଓ୍ବାଇନ୍ ହିଁ ନେବା ଉଚିତ୍। କାରଣ ଏହା ଏକମାତ୍ର ମାଦକ ପାନୀୟ,ଯାହା ଆପଣଙ୍କ ଯୌନ ଜୀବନରେ ଆନନ୍ଦରେ ଭରି ଦେଇଥାଏ।

{"id":205741,"sizeSlug":"large"}

ରେଡ ଓ୍ବାଇନ୍ ଟେଷ୍ଟୋଷ୍ଟେରନକୁ ବଢ଼ାଇଥାଏ। ଏହି ହରମୋନ୍ ଆପଣଙ୍କ ଭିତ​‌ରେ ଯୌନଇଚ୍ଛାକୁ ବଢ଼ାଏ। ଜର୍ଣ୍ଣଲ୍ ଅଫ୍ ସେକ୍ସୁଆଲ୍ ମେଡିସିନ୍ ଦ୍ବାରା କରାଯାଇଥିବା ଗବେଷଣା ଅନୁସାରେ ଯେଉଁମାନେ ଏକରୁ ଦୁଇ ଗ୍ଲାସ୍ ରେଡ ଓ୍ବାଇନ୍ ପିଇଥାଆନ୍ତି ସେମାନଙ୍କ ଭିତରେ ଯୌନଇଚ୍ଛା ବହୁତ ବଢ଼ିଥାଏ। ମାତ୍ର ଏହାଠାରୁ ଅଧିକ ପିଇବା ଦ୍ବାରା ଟେଷ୍ଟୋଷ୍ଟେରନର ସ୍ତର କମିଯାଇପାରେ।  

{"id":205742,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.