Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ରେଡ ଓ୍ବାଇନ୍ ପିଇଲେ ହେବ ଏହିସବୁ ଲାଭ : ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

2/01/2020 at 1:04 PM

ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଆପଣ ଯୌନ ସମ୍ପର୍କ ପୂର୍ବରୁ କୌଣସି ମାଦକ ପାନୀୟ ନେଉଥାଆନ୍ତି,ତେବେ ରେଡ ଓ୍ବାଇନ୍ ହିଁ ନେବା ଉଚିତ୍। କାରଣ ଏହା ଏକମାତ୍ର ମାଦକ ପାନୀୟ,ଯାହା ଆପଣଙ୍କ ଯୌନ ଜୀବନରେ ଆନନ୍ଦରେ ଭରି ଦେଇଥାଏ।

ରେଡ ଓ୍ବାଇନ୍ ଟେଷ୍ଟୋଷ୍ଟେରନକୁ ବଢ଼ାଇଥାଏ। ଏହି ହରମୋନ୍ ଆପଣଙ୍କ ଭିତ​‌ରେ ଯୌନଇଚ୍ଛାକୁ ବଢ଼ାଏ। ଜର୍ଣ୍ଣଲ୍ ଅଫ୍ ସେକ୍ସୁଆଲ୍ ମେଡିସିନ୍ ଦ୍ବାରା କରାଯାଇଥିବା ଗବେଷଣା ଅନୁସାରେ ଯେଉଁମାନେ ଏକରୁ ଦୁଇ ଗ୍ଲାସ୍ ରେଡ ଓ୍ବାଇନ୍ ପିଇଥାଆନ୍ତି ସେମାନଙ୍କ ଭିତରେ ଯୌନଇଚ୍ଛା ବହୁତ ବଢ଼ିଥାଏ। ମାତ୍ର ଏହାଠାରୁ ଅଧିକ ପିଇବା ଦ୍ବାରା ଟେଷ୍ଟୋଷ୍ଟେରନର ସ୍ତର କମିଯାଇପାରେ।  

   Related Posts