୫୫ ଟଙ୍କା ଜମା କଲେ ମିଳିବ ଆପଣଙ୍କୁ ୩ହଜାର ଟଙ୍କାର ମାସିକ ପେନସନ : ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେଶନ

Published By : Prameya-News7 Bureau | May 27, 2019 IST

ନୂଆଦିଲ୍ଲୀ ୨୭/୫: ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନା ଜରିଆରେ ଆପଣ ପ୍ରତି ମାସରେ ୩୦୦୦ଟଙ୍କା ପେନସନ ପାଇ ପାରିବେ। ବାସ୍ତବରେ ମୋଦି ସରକାର ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଏହି ପେନସନ ଯୋଜନା ଆରମ୍ଭ କରିଛନ୍ତି।

 ଆପଣଙ୍କୁ ଏଥିପାଇଁ କେତେ ଟଙ୍କା ବିନିଯୋଗ କରିବାକୁ ପଡ଼ିବ ଏହା ଆପଣଙ୍କ ବୟସ ହିସାବରେ ସ୍ଥିର ହେବ। ଏହି ଯୋଜନାରେ ଯଦି ପେନସନ ନେଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଉଛି ତେବେ ଏହି ଟଙ୍କା ବ୍ୟକ୍ତିଙ୍କ ଜୀବନସାଥୀଙ୍କୁ ମିଳିବାର ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.