Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଅମୃତଭଣ୍ଡା ମଞ୍ଜିର ଲାଭଦାୟକ ଗୁଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ : ଭଲ ହୋଇଥାଏ ଭାଇରାଲ ଜ୍ବର

26/09/2019 at 4:32 PM

ପାଚନ କ୍ରିୟାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଅମୃତଭଣ୍ଡାର ମଞ୍ଜି ଲାଭଦାୟକ ହୋଇଥାଏ। ଏହାର ମଞ୍ଜିର ରସ ବାହାର କରି ସେଥିରେ ୧୦ବୁନ୍ଦା ଲେମ୍ବୁରସ ମିଶାଇ ପିଇବା ଦ୍ବାରା ଆପଣଙ୍କୁ ଲାଭ ମିଳିବ।

ଅମୃତଭଣ୍ଡାର ମଞ୍ଜି ଆଣ୍ଟି ଭାଇରାଲ ଏଜେଣ୍ଟଭାବେ କାମ କରିଥାଏ। ଏଥିପାଇଁ ଭାଇରାଲ ଜ୍ବର ହେଲେ ଏହା ବ୍ୟବହାର କରନ୍ତୁ।

ଯଦି ଆପଣଙ୍କର କୌଣସି ସ୍ଥାନ ଫୁଲିଛି ତେବେ ଆପଣ ସେହି ସ୍ଥାନରେ ଏହାକୁ ଲଗାଇ ପାରିବେ।

ମୃତ କୋଶିକାକୁ ଦୂର କରିବାରେ ଅମୃତଭଣ୍ଡାର ମଞ୍ଜି ଲାଭଦାୟକ ହୋଇଥାଏ।

   Related Posts