ଅମୃତଭଣ୍ଡା ମଞ୍ଜିର ଲାଭଦାୟକ ଗୁଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ : ଭଲ ହୋଇଥାଏ ଭାଇରାଲ ଜ୍ବର

Published By : Prameya-News7 Bureau | September 26, 2019 IST

ପାଚନ କ୍ରିୟାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଅମୃତଭଣ୍ଡାର ମଞ୍ଜି ଲାଭଦାୟକ ହୋଇଥାଏ। ଏହାର ମଞ୍ଜିର ରସ ବାହାର କରି ସେଥିରେ ୧୦ବୁନ୍ଦା ଲେମ୍ବୁରସ ମିଶାଇ ପିଇବା ଦ୍ବାରା ଆପଣଙ୍କୁ ଲାଭ ମିଳିବ।

{"id":162986}

ଅମୃତଭଣ୍ଡାର ମଞ୍ଜି ଆଣ୍ଟି ଭାଇରାଲ ଏଜେଣ୍ଟଭାବେ କାମ କରିଥାଏ। ଏଥିପାଇଁ ଭାଇରାଲ ଜ୍ବର ହେଲେ ଏହା ବ୍ୟବହାର କରନ୍ତୁ।

{"id":162987}

ଯଦି ଆପଣଙ୍କର କୌଣସି ସ୍ଥାନ ଫୁଲିଛି ତେବେ ଆପଣ ସେହି ସ୍ଥାନରେ ଏହାକୁ ଲଗାଇ ପାରିବେ।

{"id":162988}

ମୃତ କୋଶିକାକୁ ଦୂର କରିବାରେ ଅମୃତଭଣ୍ଡାର ମଞ୍ଜି ଲାଭଦାୟକ ହୋଇଥାଏ।

{"id":162989}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.