Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ପ୍ରତ୍ୟେକ ପୁରୁଷ ଏହି ଖାଦ୍ୟ ଖାଆନ୍ତୁ, ଶରୀର ଲୁହାପରି ହୋଇଯିବ ଟାଣ

9/01/2019 at 9:12 PM

ଶାରୀରିକ ସୁସ୍ଥତା ପାଇଁ ବିଭିନ୍ନ ଖାଦ୍ୟ ଖାଇଵା ଜରୁରୀ । ଆମ ଶରୀର ପାଇଁ ଆବଶ୍ୟକ ପଡ଼ୁଥିବା ଭିଟାମିନ ଖାଦ୍ୟପଦାର୍ଥରୁ ହିଁ ମିଳିଥାଏ । ଆପଣ ଶରୀରକୁ ଲୁହାପରି ଟାଣ କରିବାକୁ ଚାହୁଁଛନ୍ତି କି ? ଜମା ବ୍ୟସ୍ତ ହୁଅନ୍ତୁ ନାହିଁ । ଖାଆନ୍ତୁ ଏହି ଖାଦ୍ୟ, ଦେଖନ୍ତୁ ଶରୀର କେମିତି ହୋଇଯାଉଛି ଟାଣ ।

ସକାଳୁ ଖାଲିପେଟରେ ବେଶୀ ସମୟ ରୁହନ୍ତୁ ନାହିଁ । ବ୍ରସକରି ଖାଲି ପେଟରେ ଖାଆନ୍ତୁ ଗଜାବୁଟ । ଦେଖିବେ ଏହା ଆପଣଙ୍କ ଶରୀରରେ ଶକ୍ତି ବଢ଼ାଇବା ସହ ଆଳସ୍ୟତା  ମଧ୍ୟ ଦୂର କରିପାରିବ ।

ଏହା ଶକ୍ତି ବଢ଼ାଇବାସହ ଡ଼ାଇବେଟିସ ରୋଗୀଙ୍କ ପାଇଁ ଅନେକ ପ୍ରକାର ଫାଇଦା ମଧ୍ୟ ଦେଇଥାଏ । ଖାଲିପେଟରେ ବୁଟ ଖାଇଲେ ରଂକ୍ତ ସଂଚାଳନ ଠିକ ରହିବା ସହ କୋଲେଷ୍ଟରେଲ ମଧ୍ୟ ଠିକ ରହିଥାଏ ।

ଖାଲିପେଟରେ ଗଜାବୁଟ ଖାଇବା ଦ୍ଵାରା ଆଇରନ ଶରୀରକୁ ଠିକ ପରିମାଣରେ ମିଳିଥାଏ । ଏହାକୁ ଗୁଡ଼ ସହ ମିଶାଇ ଖାଇଲେ ଆହୁରି ଅଧିକ ଉପକାର ମିଳିଥାଏ ।

 

ରାତିରେ ଚିନାମାଟି ପାତ୍ରରେ ବୁଟକୁ ଭିଜାଇ ରଖନ୍ତୁ । ସକାଳେ ଛାଣି ଏହାକୁ ଖାଇସାରିବା ପରେ କ୍ଷୀର ପିଅନ୍ତୁ  । ଶରୀରରୁ ଦୁର୍ବଳତା ହଟିବାସହ ମଜବୁତ କରିଥାଏ ।

ଯଦି ବଜାରଘାଟରେ ପୋଡ଼ାତେଲର ଟିଫିନ ଖାଉଛନ୍ତି , ବଂର ଏହି ଅଭ୍ୟାସ ପରିବର୍ତ୍ତନ କରି ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ଖାଦ୍ୟ । ଦେଖିବେ ମାସକ ପରେ ଆପଣ ଶକ୍ତିଶାଳୀ ହେବାସହ ଲୁହାପରି ହୋଇଯିବେ ଟାଣ ।

   Related Posts