Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଘରେ ବସି ପାଆନ୍ତୁ ଲକ୍ଷପତି ହେବାର ସୁଯୋଗ, ଏହି ୨ ଟଙ୍କିଆ ମୂଦ୍ରା ଦେଇ ପାଇପାରିବେ ୫ ଲକ୍ଷ ଟଙ୍କା ! କେମିତି ବିକ୍ରି କରିବେ ଜାଣନ୍ତୁ

12/06/2021 at 7:16 PM

ନୂଆଦିଲ୍ଲୀ ୧୨/୬: ଯଦି ଘରେ ବସି ମୋଟାଅଙ୍କର ରୋଜଗାର ହୋଇପାରିବ ତେବେ କେହି ଏହି ସୁଯୋଗ ହାଥଛଡ଼ା କରିବେ ନାହିଁ। ସେମିତି ଏକ ଗୋଲ୍ଡେନ୍‌ ଚାନ୍ସ ଆପଣଙ୍କ ପାଇଁ ଆସିଛି। ଘରେ ରହି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ରାତାରାତି ହୋଇପାରିବେ ଲକ୍ଷପତି। ଯଦି ଆପଣଙ୍କ ପାଖରେ ପୂରୁଣା କଏନ୍‌ ଅଛି ତେବେ ଏହି ଖବରଟି ଜାଣିବା ଜରୁରୀ। ଏମିତି ଏକ ମୂଦ୍ରା ସମ୍ପର୍କରେ ଉଲ୍ଲେଖ କରିଛୁ ଯାହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିପାରିବ।

ଏମିତି ୨ଟଙ୍କିଆ କଏନ୍‌ ଯାହାକି ଭାରତରେ ପ୍ରଥମେ ୧୯୮୨ରେ ବଜାରକୁ ଆସିଥିଲା। ଏହି ମୂଦ୍ରାର ଅପରପାର୍ଶ୍ବରେ ଭାରତୀୟ ପତାକା ଚିହ୍ନ ରହିଛି। କ୍ବିକରରେ ଏହି ମୂଦ୍ରାର ଦାମ ୫ ଲକ୍ଷ ଟଙ୍କା ରଖାଯାଇଛି। କିନ୍ତୁ ୨ ଟଙ୍କିଆ କଏନ ବିକ୍ରି ପାଇଁ ସର୍ତ୍ତ ରହିଛି। ଏହି ସ୍ବତନ୍ତ୍ର କଏନଟି କେବଳ ୧୯୯୪, ୧୯୯୫,  ୧୯୯୭ ଏବଂ ୨୦୦୦ ସିରିଜ୍‌ରେ ତିଆରି ହୋଇଥିବା ଦରକାର । ଯଦି ଆପଣଙ୍କ ପାଖରେ ଏହାର କଲେକ୍ସନ ଅଛି ତେବେ କ୍ବିକର ଯାଆନ୍ତୁ ଆଉ ୫ ଲକ୍ଷ ଟଙ୍କା ପାଆନ୍ତୁ।

ଯଦି କଏନ ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଅନଲାଇନ୍‌ରେ ପଞ୍ଜିକରଣ କରିବାକୁ ପଡ଼ିବ। ଏହା ପରେ କଏନର ଫଟୋ ଉଠାଇ ସାଇଟ୍‌ରେ ଅପଲୋଡ୍‌ କରିବାକୁ ହେବ। ତାପରେ ଆପଣଙ୍କର ଠିକଣା ସମ୍ପର୍କରେ ବିବରଣୀ ଦେବାକୁ ପଡ଼ିବ। ମୋବାଇଲ୍‌ ନମ୍ବର, ପୋଷ୍ଟାଲ ଆଡ୍ରେସ୍‌ ଆଦି ଉଲ୍ଲେଖ କରିବେ।  ତେବେ ଏହି ୨ ଟଙ୍କିଆ କଏନଟି କପର-ନିକେଲ୍‌ ଧାତୁରେ ନିର୍ମିତ। ଅନ୍ୟ ଏକ କଏନ୍‌ ଯାହାକି ୧୯୧୮ରେ ଆସିଥିଲା ଆଉ ଏଥିରେ ବ୍ରିଟିଶ ରାଜା ଜର୍ଜ ଭିଙ୍କ ଫଟୋ ରହିଛି, ଏହାର ମୂଲ୍ୟ ରହିଛି ୯ ଲକ୍ଷ ଟଙ୍କା ।  

   Related Posts