Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଖୁସି ଖବର : ଯଦି ଆପଣଙ୍କ ପାଖରେ ରହିଛି ଗ୍ୟାସ୍ କନେକ୍ସନ୍ ତେବେ ନିଶ୍ଚୟ ପଢ଼ନ୍ତୁ

21/09/2019 at 2:43 PM

ନୂଆଦିଲ୍ଲୀ ୨୧/୯: ଅଧିକାଂଶ ଲୋକେ ଠିକ୍ ସମୟରେ ଗ୍ୟାସ୍ ସିଲିଣ୍ଡର ପାଇ ପାରୁନାହାନ୍ତି। ଅନେକ ଲୋକ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହାପରେ ତାଙ୍କୁ ଗ୍ୟାସ୍ ଦୋକାନରେ ଚକ୍କର କାଟିବାକୁ ପଡ଼ୁଛି। ତଥାପି ତାଙ୍କର ସମସ୍ୟାର କୌଣସି ସମାଧାନ ହେଉନାହିଁ।

କିନ୍ତୁ ଏବେ ମୋଦି ସରକାର ଏହି ସୁବିଧାର ଲାଭ ସମସ୍ତଙ୍କ ପାଖକୁ ପହଞ୍ଚାଇବା ପାଇଁ ଏହାକୁ ଅନଲାଇନ୍ କରି ଦେଇଛନ୍ତି। ଏହା ଜରିଆରେ ସିଲିଣ୍ଡର କିଣୁଥିବା ବ୍ୟକ୍ତି ଅନଲାଇନ୍ ଓ୍ବେବସାଇଟ ମାଧ୍ୟମରେ ନିଜ ଗ୍ୟାସ୍ ସିଲିଣ୍ଡର ଏବଂ ସବସିଡିର ସୂଚନା ହାସଲ କରି ପାରିବେ।

ଏଥିପାଇଁ ଗ୍ୟାସ୍ ସବସିଡିଧାରୀଙ୍କ ପାଖରେ ଲଗ୍ ଇନ୍ ଆଇଡି ରହିବା ନିହାତି ଆବଶ୍ୟକ। ଯାହା ସାହାଯ୍ୟରେ ସେ ନିଜ ସମସ୍ତ ପୁରୁଣା ରେକର୍ଡ଼ ଏବଂ ଗ୍ୟାସ୍ ସହ ଜଡ଼ିତ ସମସ୍ତ ସୂଚନା ହାସଲ କରି ପାରିବେ। ଏହାକୁ ପୂରଣ କରିବା ପାଇଁ ୟୁଜରକୁ ନିଜର ମୋବାଇଲ୍ ନମ୍ବରକୁ ଗ୍ୟାସ୍ ଏଜେନ୍ସିରେ ରେଜିଷ୍ଟାର କରିବା ଆବଶ୍ୟକ।

ଏହି ସୁବିଧା କାରଣରୁ ଦେଶସାରା ସବସିଡି ଥିବା ଗ୍ୟାସ୍ ସିଲିଣ୍ଡର ଧାରୀଙ୍କୁ ତାଙ୍କ ଅଧିକାରର ଟଙ୍କା ତାଙ୍କ ଆକାଉଣ୍ଟରେ ସିଧାସଳଖ ଟ୍ରାନ୍ସଫର କରି ଦିଆଯିବ। ଏହାର ସୂଚନା ଗ୍ରାହକଙ୍କ ମୋବାଇଲରେ ତୁରନ୍ତ ମ୍ୟାସେଜ ଜରିଆରେ ମିଳିଯିବ।

   Related Posts