Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା: ଟ୍ୱିଟ୍ କରି ଜଣାଇଲେ ଯୋଗୀ ଆଦିତ୍ୟନାଥ, ଭର୍ଚୁଆଲରେ କରୁଛନ୍ତି କାମ

14/04/2021 at 1:23 PM

ଉତ୍ତର ପ୍ରଦେଶ ୧୪/୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ । ଟ୍ୱିଟ୍ କରି ନିଜେ ଜଣାଇଛନ୍ତି ଯୋଗୀ । ସେ କହିଛନ୍ତି ବର୍ତ୍ତମାନ ମୁଁ ସଂଗରୋଧରେ ଅଛି । ଯଦି କେହି ମୋ ସଂସ୍ପର୍ଶରେ ଆସିଛନ୍ତି ତିବେ ନିଜର ପରୀକ୍ଷା କରାଇନିଅନ୍ତୁ ।

ବର୍ତ୍ତମାନ ନିଜ ଘରେ  ସେ ସଂଗରୋଧରେ ଅଛନ୍ତି, କରୋନାର ସମସ୍ତ ଗାଇଡଲାଇନ ପାଳନ କରୁଛନ୍ତି । ଏହାସହ ସମସ୍ତ କାର୍ଯ୍ୟ ଭର୍ଚୁଆଲରେ କରୁଛନ୍ତି । ଏପଟେ ତାଙ୍କ ସରକାରରେ କାର୍ଯ୍ୟରତ ୧୨ରୁ ଆଇପିଏସ ଅଧିକାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

   Related Posts