Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ହଳଦିଆ ଶାଢୀ ପରେ ଏବେ ମିନି ସ୍କର୍ଟରେ ଭାଇରାଲ ହେଉଛି ମହିଳା ଅଧିକାରୀଙ୍କ ଫଟୋ, ଭାଙ୍ଗିଲା ବିଗ୍ ବସ୍ ସ୍ୱପ୍ନ

15/09/2019 at 8:30 PM

ଗତ ସାଧାରଣ ନିର୍ବାଚନ ବେଳେ ହଳଦିଆ ଶାଢୀ ପରିହିତା ଜନୈକା ପୋଲିଂ ଅଧିକାରୀଙ୍କ ଫଟୋ ସୋସାଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଲୋକେ ମହିଳାଙ୍କ ସନ୍ଧାନରେ ବି ଲାଗିଯାଇଥିଲେ। ଶେଷରେ ତାଙ୍କର ପରିଚୟ ମିଳିଥିଲା। ମହିଳାଜଣକ ହେଉଛନ୍ତି ଲକ୍ଷ୍ନୌ ପିଡବ୍ଲୁଡି ବିଭାଗର କନିଷ୍ଠ ସହାୟିକା ରୀନା ଦ୍ୱିବେଦୀ। ତେବେ ତାଙ୍କ ଶାଢୀ ପିନ୍ଧା ଫଟୋ ପରେ ମିନିସ୍କର୍ଟ ପିନ୍ଧା ଫଟୋ ତାଙ୍କୁ ପୁଣି ଚର୍ଚ୍ଚାକୁ ଆଣିଥିଲା।

ଦେଖିବାକୁ ଖୁବ୍ ସୁନ୍ଦରୀ ରୀନାଙ୍କ ଜୀବନ କାହାଣୀ କିନ୍ତୁ ତାଙ୍କ ପରି ସୁନ୍ଦର ନୁହେଁ। ସେ ପିଡବ୍ଲୁଡିରେ ବରିଷ୍ଠ ସହାୟକ ପଦରେ ଅଧିଷ୍ଠିତ ସଞ୍ଜୟ ଦ୍ୱିବେଦୀଙ୍କୁ ବିବାହ କରିଥିଲେ। ୨୦୦୪ ମସିହାରେ ରୀନାଙ୍କର ବିବାହ ହୋଇଥିଲା। ତେବେ ଅସମୟରେ ସ୍ୱାମୀଙ୍କ ପରଲୋକ ଯୋଗୁ ତାଙ୍କୁ ସରକାରଙ୍କ କର୍ମଚାରୀ ପରିବାର ପୁନର୍ବାସ ଯୋଜନାରେ କନିଷ୍ଠ ସହାୟକ ଚାକିରୀ ମିଳିଛି। ତାଙ୍କର ପୁଅଟିଏ ବି ଅଛି। ସେ ସବୁ ବେଳେ ଫିଟ୍ ରହିବାକୁ ପସନ୍ଦ କରନ୍ତି। ଏଣୁ ତାଙ୍କ ସ୍ୱାସ୍ଥ୍ୟ ଓ ଶରୀର ଅନୁରୂପ ପୋଷାକ ପିନ୍ଧନ୍ତି।

ଗତ ଲୋକସଭା ନିର୍ବାଚନ ବେଳେ ମତଦାନ ବାକ୍ସ ନେଇ ରୀନା ପୋଲିଂ ବୁଥକୁ ଯାଉଥିବା ବେଳେ କେହି ତାଙ୍କର ଫଟୋ ଉଠାଇ ସୋସାଲ ମିଡିଆରେ ଅପଲୋଡ କରିଦେଇଥିଲା। ତା ପରଠାରୁ ତାଙ୍କୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଥିଲା। ତାଙ୍କୁ କିଛି ଭୋଜପୁରି ଫିଲ୍ମର ଅଫର ବି ମିଳିଛି। ହେଲେ ପୁଅ ଲାଗି ସେ ଅଫରକୁ ପ୍ରତ୍ୟାଖାନ କରିଛନ୍ତି। ଲୋକେ ତାଙ୍କୁ ଆଗାମୀ ବିଗ୍ ବସ୍ କଣ୍ଟେଷ୍ଟାଣ୍ଟ ହେବାକୁ ବି କହୁଥିଲେ। ହେଲେ ବିଗ୍ ବସ୍-୧୩ରେ ଚଳିତବର୍ଷ ସେଲିବ୍ରିଟିଙ୍କୁ ଆମନ୍ତ୍ରଣ କରାଯାଇଛି। ଏଥରେ ରୀନାଙ୍କୁ ସ୍ଥାନ ମିଳିବ ନାହିଁ ବୋଲି ସେ ଜାଣି ଯାଇଛନ୍ତି।

   Related Posts