Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଥାନାରେ ପହଞ୍ଚିଲେ ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟର ସାନୁ ଶର୍ମା : ପୋଲିସ୍ କରୁଛି ପଚରାଉଚୁରା

27/06/2020 at 5:08 PM

ମୁମ୍ବାଇ ୨୭/୬: ବଲିଉଡର ପ୍ରସିଦ୍ଧ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଏବେ ବି ଜାରି ରହିଛି। ପୋଲିସ୍ ଏବେ ସୁଦ୍ଧା ଏହି ମାମଲାରେ ଅନେକ ଲୋକଙ୍କୁ ପଚରାଉଚୁରା କରି ସାରିଛି। ଆଜି ଅର୍ଥାତ୍ ଶନିବାର ମୁମ୍ବାଇର ବାନ୍ଦ୍ରା ପୋଲିସ୍ ଷ୍ଟେସନରେ ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟର ଶାନୁ ଶର୍ମାଙ୍କୁ ପଚରାଉଚୁରା ପାଇଁ ଡକାଯାଇଛି। ଶାନୁ ଶର୍ମା ପଚରାଉଚୁରା ପାଇଁ ପୋଲିସ୍ ଷ୍ଟେସନକୁ ପହଞ୍ଚି ଯାଇଛନ୍ତି। ଏହା ପୂର୍ବରୁ ପୋଲିସ୍ ୟଶରାଜ ଫିଲ୍ମର ସୁଶାନ୍ତ ସିଂହଙ୍କ ସହ ହୋଇଥିବା କଣ୍ଟ୍ରାକ୍ଟର କପି ମଧ୍ୟ ମାଗିଥିଲା।

ମୁମ୍ବାଇ ପୋଲିସ୍ ଏହି ମାମଲାରେ ପ୍ରତିଟି କୋଣରୁ ତଦନ୍ତ କରୁଛି। ଏପରି ଖବର ଶୁଣିବାକୁ ମିଳିଛି ଯେ ପୋଲିସ୍ ଟ୍ବିଟରକୁ ଏକ ଚିଠି ଲେଖିଛି,ଯେଉଁଥିରେ ସେ ସୁଶାନ୍ତଙ୍କ ଗତ ୬ମାସର ଟ୍ବିଟର ରେକର୍ଡ଼ ମାଗିଛି। ପୋଲିସ୍ ସନ୍ଦେହ କରୁଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଲିଖିତ କିଛି ଟ୍ବିଟ୍ ଡିଲିଟ୍ କରାଯାଇଥିଲା। ଲାଟେଷ୍ଟ ରେକର୍ଡ଼ ମୁତାବକ ସୁଶାନ୍ତ ୨୦୧୯ମସିହା ଡିସେମ୍ବର ୨୭ତାରିଖ ପରଠୁ ଗୋଟିଏ ବି ଟ୍ବିଟ୍ କରିନଥିଲେ ଏଥିପାଇଁ ମୁମ୍ବାଇ ପୋଲିସକୁ ଲାଗୁଛି ଯେ ବୋଧ ହୁଏ ତାଙ୍କ ଟ୍ବିଟକୁ ଡିଲିଟ୍ କରାଯାଇଛି।

   Related Posts