ବିୟୁଟି ପାର୍ଲରରେ ଚଢ଼ାଉ କରି ଆଶ୍ଚର୍ଯ୍ୟ ହେଲା ପୋଲିସ୍ : ଚାଲିଥିଲା ସେକ୍ସ ରାକେଟ୍
2/02/2020 at 4:56 PM

ଯମୁନା ନଗର ୨/୨: ହରିୟାଣାର ଯମୁନାନଗରରେ ପୋଲିସ୍ ଏକ ବଡ଼ ଧରଣର ସେକ୍ସ ରାକେଟର ପର୍ଦ୍ଦା ଫାଶ କରିଛି। ଏହି ସେକ୍ସ ରାକେଟ୍ ଏକ ବିୟୁଟି ପାର୍ଲର ଜରିଆରେ ଚଳାଯାଉଥିଲା । ଏଠାରେ ଟଙ୍କା ନେଇ କିଛି ଯୁବତୀଙ୍କୁ ଲଗାଇ ଦେହ ବ୍ୟବସାୟ କରାଯାଉଥିଲା।
ପୋଲିସ୍ ବିୟୁଟି ପାର୍ଲରରେ ଚଢ଼ାଉ କରିବାରୁ ତାଙ୍କ ହୋଶ ଉଡ଼ିଯାଇଥିଲା। ଚଢ଼ାଉ ସମୟରେ ବିୟୁଟି ପାର୍ଲରରେ ପୋଲିସ୍ ୪ଯୁବତୀ ଏବଂ ୨ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ଗିରଫ କରିଥିଲା।
Related Posts
ଚୋରାରେ ଚାଲାଣ ବେଳେ ୪ ଶହ ଲିଟର ମଦ ଜବତ, କାର୍ ସହ ଦୁଇ ଅଭିଯୁକ୍ତ ଗିରଫ
21 January 2021
ଛତିଶଗଡ ଚାଲାଣ ବେଳେ ୧୪ କେଜି ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ
21 January 2021