Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକରେ ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବରରୁ ଦିନକରେ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୪ ସୁସ୍ଥ
  • ||
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||

ଡାକ୍ତରଙ୍କ ଭୁଲ୍ ଚିକିତ୍ସା ପାଇଁ ଜୀବନ ସହ ସଂଗ୍ରାମ

14/04/2018 at 11:51 AM

ଗତ 27 ତାରିଖରେ ପ୍ରସବ ବେଦନା ହେବାରୁ ଡାହିସାହି ଗ୍ରାମର ଦମୟ’ୀ ନାଏକ ନୀଳଗିରି ଡାକ୍ତରଖାନାରେ ଭର୍ତି ହୋଇଥତ୍ଲେ । ସେଠାରେ ସେ ଏକ ଶିଶୁ କନ୍ୟା ଜନ୍ମ ଦେଇଥତ୍ଲେ । ଏହା ପରେ 29 ତାରିଖ ଦିନ ସେ ଡାକ୍ତରଖାନାରୁ ନିଜ ଶ୍ବଶୁର ଘରକୁ ଚାଲି ଆସିଥତ୍ଲେ । ତା ପରେ ତାଙ୍କ ଦେହ ଅସୁସ୍ଥ ହୋଇପଡିଥତ୍ଲା । ନା ସେ ବିଛଣାରୁ ଉଠିପାରିଲେ, ନା କିଛି କରିପାରିଲେ । ପରେ ତାଙ୍କୁ ଉଦଳା ଏବଂ ବାରିପଦା ଡାକ୍ତରଖାନାକୁ ଚିକିତ୍ସା ନିମ’େ ନିଆଯିବା ପରେ ସେଠାରେ ପଦାକୁ ଆସିଲା ଏକ ସାଂଘାତିକ କଥା । ଯାହାକି ପ୍ରସବ ସମୟରେ ଦମୟନ୍ତୀ ଙ୍କର ଚିକିତ୍ସାରେ କିଛି ତୃଟି ହେତୁ ତାଙ୍କର ମଳ ଏବଂ ମୂତ୍ର ତ୍ୟାଗରେ ସମସ୍ୟା ସୃଷ୍ଟି ହୋଇଛି । ଏବଂ ଯାହାଫଳରେ ସେ ଏବେ ବିଛଣାରେ ସବୁବଳେ ପଡିରହିଛ’ି । ତାଙ୍କର ପ୍ରସବ କରାଇଥତ୍ବା ଡାକ୍ତର ଭୁଲ୍ ସିଲେଇ କରିଥତ୍ବାରୁ ଆଜି ସେ ସଙ୍କଟାପନ୍ନ । ଏହି ଖବର ଜାଣିବା ପରେ ଦମୟ’ୀଙ୍କ ବାପଘର ଲୋକେ ଝିଅକୁ ଆଣି ଘରେ ରଖତ୍ଥତ୍ବା ବଳେ ତାଙ୍କୁ କଟକ ଡାକ୍ତରଖାନାକୁ ନେବାକୁ ବାରିପଦା ଡାକ୍ତର ପରାମର୍ଶ ଦେଇଛ’ି । ଅନ୍ୟପଟେ ଦମୟନ୍ତୀ ସବୁବଳେ ବିଛଣାରେ ପଡି ରହିଥତ୍ବା ବଳେ ସେହିଠାରେ ହିଁ ତାଙ୍କର ଝାଡା ପରିସ୍ରା ସବୁକିଛି ହେଉଛି । ଏପରିକି ତାଙ୍କ ଶିଶୁକୁ ସ୍ତନ୍ୟପାନ କରାଇବାକୁ ହଲେ ପରିବାର ଲୋକେ ପିଲାକୁ ଆଣି ନିଜେ ଧରି ସ୍ତନ୍ୟପାନ କରାଉଛ’ି । ହଲେ ଦମୟ’ୀଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ଆଉ ଝିଅର ଏଭଳି ଅବସ୍ଥା ଦେଖତ୍ ମାଆ ଭାନୁମତୀଙ୍କ ଆଖତ୍ରୁ ଲୁହ ଶୁଖୁନାହିଁ ।

ତବେ ଏହି ଘଟଣା ବାବଦରେ ପଚାରି ବୁଝିବାକୁ ଆମେ ନୀଳଗିରି ଡାକ୍ତରଖାନାରେ ପହଂଚିଥତ୍ବା ବଳେ ସେଠାରେ ନା ଉକ୍ତ ଡାକ୍ତରଙ୍କୁ ପାଇଥତ୍ଲୁ ନା ଉପଖଣ୍ଡ ଚିକିତ୍ସାଧତ୍କାରୀଙ୍କୁ । ତବେ ବିଭାଗୀୟ ନର୍ସ ଏହି ଘଟଣା ମିଛ ବୋଲି କହିଥତ୍ବା ବଳେ ଦମୟ’ୀଙ୍କୁ ଡାକ୍ତରଖାନା ନେଇଥତ୍ବା ଆଶା ଦିଦି ମଧ୍ୟ ସ’ୋଷଜନକ ଉତର ଦେଇପାରି ନ ଥତ୍ଲେ ।

Leave a Reply

   Related Posts