Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ଭୁଲ ଟାର୍ଗେଟ ; ବାପାକୁ ହତ୍ୟା ,ଝିଅ ଆହତ

2/06/2018 at 10:16 AM

ଜଣଙ୍କୁ ହତ୍ୟା କରିବାକୁ ଯାଇ ଅନ୍ୟଜଣଙ୍କୁ ମାରି ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ବରଗଡ଼ ଅମ୍ବାଭୋନା ଥାନା ଅନ୍ତର୍ଗତ ଖାଇରପାଲି ଗାଁରେ ଅଭାବନୀୟ । ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦୁର୍ବୃତ୍ତ । ଘଟଣାରେ ଝିଅ ଆହତ ହେ।ଇଛି । ଝିଅକୁ ବରଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ସାଧୁ ଚରଣ ପ୍ରଧାନ । ସାଧୁ ଚରଣଙ୍କ ଘର ବରଗଡ଼ ଅତାବିରା ଥାନା ସରଣ୍ଡା ଗାଁରେ । ହେଲେ ସାଧୁ ଅମ୍ଭାଭୋନାରେ ସିଆରସିସି ଭାବେ କାର୍ଯ୍ୟ କରୁଥିଲେ । ତେବେ ଅଭିଯୁକ୍ତ ନଗେନ ଦାସ ପେ।ଲିସ ନିକଟରେ ଆତ୍ମ ସମର୍ପଣ କରିଛି । ଅନ୍ୟଜଣକୁ ହତ୍ୟା କରିବାକୁ ଯାଇ ଭୁଲରେ ସାଧୁ ଚରଣଙ୍କୁ ମାରିଦେଇଥିବା ଅଭିଯୁକ୍ତ କହିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି |

Leave a Reply

   Related Posts