ମହାପ୍ରଭୁଙ୍କ ନାଁରେ ମିଛ ପାଠ
1/08/2018 at 3:57 PM

ଜଗନ୍ନାଥ ସଂସ୍କୃତିକୁ ଅପମାନ । ବିଶ୍ବପ୍ରସିଦ୍ଧ ରଥ ଯାତ୍ରା ସଂପର୍କରେ ଭୁଲ ତଥ୍ୟ । ଆଉ ସେହି ତଥ୍ୟ ପଢା ଯାଉଛି , ତାକୁ ପଢୁଛନ୍ତି ଶିକ୍ଷକ ହେବାକୁ ପାଠ ପଢୁଥିବା ଶିକ୍ଷାର୍ଥୀ । ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ ବିଏଡ୍ ପାଠ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ, ନୀତି ପରମ୍ପରା ନେଇ ସାଂଘାତିକ ଭୁଲ ତଥ୍ୟ । ଆଉ ସେହି ଭୁଲ୍ ର ପର୍ଦ୍ଦାଫାସ୍ କରିଛି ନ୍ୟୁଜ୍ ସେଭେନ୍ । ଆଉ ନ୍ୟୁଜ୍ ସେଭେନ୍ ରେ ଖବର ପ୍ରସାରଣ ପରେ ପୁରୀରୁ ପଲ୍ଲୀ ତୀବ୍ର ପ୍ରତିକ୍ରିୟା
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021