Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ସାଉଦୀ ଆରବରୁ ଆସିଲା ଯୁବକଙ୍କ ବଦଳରେ ଜଣେ ମହିଳାଙ୍କ ଶବ

21/03/2019 at 6:08 PM

ଥିରୁଅନନ୍ତପୁରମ ୨୧/୩- ସାଉଦୀ ଆରବରୁ ଆସିଲା ଜଣେ ଯୁବକ ବଦଳରେ ମହିଳାଙ୍କ ଶବ ।

 ସାଉଦୀ ଆରବରେ ୨୮ବର୍ଷ  ବୟସ୍କ ରଫିକ୍ କାମ କରୁଥିଲା । ରଫିକର ହୃତଘାତରୁ ହୋଇଥିଲା ମୃତ୍ୟୁ । ତାଙ୍କ ଶବକୁ ସାଉଦୀରୁ ଭାରତ ପଠାଯାଇଥିଲା । ପରିବାରଲୋକଙ୍କ ପାଖରେ ପହଂଚିଥିବା କେସକେଟରେ ନଥିଲା ରଫିକର ଶବ । ସେ ସ୍ଥାନରେ ଜଣେ ମହିଳାଙ୍କ ଶବ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାରଲୋକ ।

ତେବେ ପରିବାରଲୋକ କୋଟେୟାମ ମେଡ଼ିକାଲ ହସପିଟାଲକୁ ସେହି ମହିଳାଙ୍କ ଶବକୁ ପଠାଇଦେଇଥିଲେ । ସେଠାରୁ ମହିଳାଙ୍କ ଶବ ସାଉଦୀ ଫେରାଇଦେବା ସହିତ ରଫିକର ଶବକୁ ପଠାଇବା ପାଇଁ ପରିବାର ପକ୍ଷରୁ ଦାବୀ କରାଯାଇଛି ।

   Related Posts