Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ରବିବାର ଦିନ ନିଶ୍ଚୟ କରନ୍ତୁ ଏହି କାମ, ପୂର୍ଣ୍ଣ ହେବ ସକଳ ମନସ୍କାମନା

30/12/2018 at 3:29 PM

ରବିବାର ସୂର୍ଯ୍ୟଦେବଙ୍କ ବାର ବୋଲି କୁହାଯାଏ। ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରାଯାଇଥାଏ। ଶାସ୍ତ୍ରରେ ମଧ୍ୟ ଅଛି, ଯଉଁ ବ୍ୟକ୍ତି ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଜଳ ତର୍ପଣ କରେ ତାର କୌଣସି ଜିନିଷରେ ଅଭାବ ହୋଇନଥାଏ। କିଛି ଲୋକଙ୍କ ପାଇଁ ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ସମ୍ଭବ ହୋଇନଥାଏ। କିନ୍ତୁ ପ୍ରତିଦିନ ସମ୍ଭବ ନହେଲେ ମଧ୍ୟ କେବଳ ରବିବାର ସକାଳେ ଏହା କରିବା ଉଚିତ୍। ତମ୍ବା ଧାତୁ ସୂର୍ଯ୍ୟଙ୍କ ପ୍ରିୟ। ତେଣୁ ଭଗବାନ ଆଦିତ୍ୟ ନାରାୟଣଙ୍କୁ ଜଳ ଅର୍ପଣ କରିଲା ସମୟରେ ଏହି ଧାତୁରେ ନିର୍ମିତ ପାତ୍ରରେ ଜଳ ଅର୍ପଣ କରାଯାଏ। ତମ୍ବାପାତ୍ରରେ ପାଣି ସହ ଚାଉଳ, ଲାଲ ରଂଗର ଫୁଲ ଏବଂ ଲାଲ ଲଙ୍କାର ମଞ୍ଜି ରହିବା ଉଚିତ୍। ଜଳ ଅର୍ପଣ କରିଲା ସମୟରେ ଏହି ମନ୍ତ୍ର ମଧ୍ୟ ଜପ କରାଯାଏ
ସୂର୍ଯ୍ୟାୟ ନମଃ
ଓଁ ହ୍ରୀଂ ହ୍ରୀଂ ସୂର୍ଯ୍ୟାୟ ନମଃ
ଓଁ ଘୃଣୀ ସୂର୍ଯ୍ୟାଦିତ୍ୟୋମ
ଓଁ ଘୃଣୀ ସୂର୍ଯ୍ୟ ଆଦିତ୍ୟ ଶ୍ରୀ
ଓଁ ହ୍ରୀଂ ହ୍ରୀଂ ହ୍ରୌଂ ସଃ ସୂର୍ଯ୍ୟାୟଃ ନମଃ
  ଦାନର ମହତ୍ୱ ଅତ୍ୟଧିକ ବୋଲି କୁହାଯାଏ। ରବିବାର ଦିନ ନିଜ ସାମର୍ଥ୍ୟ ଅନୁସାରେ ତମ୍ବାର ବାସନ, ଲାଲ କପଡା, ଗହମ, ଗୁଡ, ଏବଂ ଲାଲ ଚନ୍ଦନ ଦାନ କରାଯାଏ। ବିନା ସ୍ନାନରେ ସୂର୍ଯ୍ୟଦେବଙ୍କୁ କେବେ ଜଳ ଅର୍ପଣ କରାଯାଇନଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଲା ବେଳେ ପାଣିର ଛିଟା ଗୋଡରେ ପଡିଲେ ଅର୍ପଣ ମହତ୍ୱହୀନ ହୋଇଯାଏ।

   Related Posts