ରାଧାଷ୍ଟମୀରେ ଲକ୍ଷ୍ମୀନାରାୟଣ ମନ୍ଦିରରେ ଭକ୍ତଙ୍କ ଗହଳି, ଦର୍ଶନ ସହ ବ୍ରତପୂଜା କରୁଛନ୍ତି ମହିଳା

Published By : Prameya-News7 Bureau | November 12, 2021 IST

ଖୋର୍ଦ୍ଧା ୧୨/୧୧: ଆଜି ହେଉଛି ରାଧାଷ୍ଟମୀ । ଭୋର ସମୟରେ ଖୋର୍ଦ୍ଧା ଡାକ୍ତରସାହିରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଲାଗିଥିଲା ଭକ୍ତଙ୍କ ଭିଡ । ଠିକ ପାଞ୍ଚଟାରେ ଲକ୍ଷ୍ମୀ ନାରାୟଣଙ୍କ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ମଙ୍ଗଳ ଆଳତୀ । କାର୍ତ୍ତିକ ମାସର ଅଂଳା ନବମୀ ଆଳତୀ ଦର୍ଶନ ପାଇଁ ମନ୍ଦିରରେ ଲାଗିଥିଲା ଭକ୍ତଙ୍କ ଭିଡ ।

wp:gallery {"ids":[542417],"linkTo":"none"} /wp:gallery

ଆଜିର ଦିନରେ ମହିଳା ମାନେ ମନ୍ଦିର ପ୍ରଙ୍ଗଣରେ ଥିବା ଅଂଳା ବକ୍ଷ ମୁଳରେ ଦୀପ ଦାନ କରିବା ସହିତ ଏକତ୍ରୀତ ହୋଇ ବଟ ସୁତା ବାନ୍ଧି ମାନସିକ କରିଥାନ୍ତି । ଏହାପରେ ସମସ୍ତ ଭକ୍ତ ଆଜିର ଗୋଟିଏ ଦିନରେ ରାଧାପାଦ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.