Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ରବିବାର ସୂର୍ଯ୍ୟଦେବଙ୍କ ପୂଜା କରି ପାଆନ୍ତୁ ଉତ୍ତମ ସ୍ବାସ୍ଥ୍ୟ : ଜାଣନ୍ତୁ କିପରି

15/12/2018 at 5:58 PM

ହିନ୍ଦୁ ଧର୍ମାନୁସାରେ କେବଳ ସୂର୍ଯ୍ୟ ଦେବତା ଏପରି ଏକ ଦେବତା ଯିଏ ସାକ୍ଷାତ ଆମକୁ ଦର୍ଶନ ଦିଅନ୍ତି। ବିଶ୍ବାସ ରହିଛି ଯେ ସୂର୍ଯ୍ୟ ଦେବତାଙ୍କ ପୂଜା କରିବା ଦ୍ବାରା ସଫଳତା,ମାନସିକ ଶାନ୍ତି ଏବଂ ଶକ୍ତି ପ୍ରାପ୍ତି ହେବା ସହ ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ଆର୍ଶୀବାଦ ମିଳିଥାଏ। ସୂର୍ଯ୍ୟଙ୍କ ପୂଜାରେ ଗାୟତ୍ରୀ ମନ୍ତ୍ର ସହ ନିମ୍ନଲିଖିତ ମନ୍ତ୍ରଗୁଡ଼ିକର ମଧ୍ୟ ପ୍ରୟୋଗ କରାଯାଇଥାଏ। ସୂର୍ଯ୍ୟ ଦେବତାଙ୍କୁ ଯଶର କାରକ ମଧ୍ୟ କୁହାଯାଇଥାଏ ଯାହାର ପୂଜା କରିବା ଦ୍ବାରା ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ। ରବିବାରଠାରୁ ସୂର୍ଯ୍ୟ ମନ୍ତ୍ର ଜପ ଆରମ୍ଭ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।ନିମ୍ନଲିଖିତ ମନ୍ତ୍ରଗୁଡ଼ିକୁ ମନସ୍କାମନା ପୂରଣ କରିବା ପାଇଁ ଶ୍ରଦ୍ଧା ସହକାରେ ସୁମରଣ କରନ୍ତୁ।

୧. ସୂର୍ଯ୍ୟ ବୈଦିକ ମନ୍ତ୍ର: ଓଁ ଆକୃଷ୍ଣେନ ରଜସା ବର୍ତ୍ତମାନୋ ନିବେଶୟନ୍ନମୃତଂ ମର୍ତ୍ତ୍ୟଞ୍ଚ । ହିରଣ୍ୟେନ ସବିତା ରଥେନ ଦେବୋ ୟାତି ଭୁବନାନି ପଶ୍ୟନ।

୨.ସୂର୍ଯ୍ୟଙ୍କ ନିମନ୍ତେ​ ତାନ୍ତ୍ରୋକ୍ତ ମନ୍ତ୍ର : ଓଁ ଘୃଣିଃ ସୂର୍ଯ୍ୟାଦିତ୍ୟୋମ,ଓଁ ଘୃଣିଃ ସୂର୍ଯ୍ୟ ଆଦିତ୍ୟ ଶ୍ରୀ ,ଓଁ ହ୍ରାଁ ହ୍ରୀଁ ହୈାଁ ସଃ ସୂର୍ଯ୍ୟାୟଃ ନମଃ , ଓଁ ହ୍ରୀଁ ହ୍ରୀଁ  ସୂର୍ଯ୍ୟାୟଃ ନମଃ।

୩.ସୂର୍ଯ୍ୟ ନାମ ମନ୍ତ୍ର: ଓଁ  ଘୃଣିଃ ସୂର୍ଯ୍ୟାୟଃ ନମଃ।

୪.ସୂର୍ଯ୍ୟଙ୍କ ପୈାରାଣିକ ମନ୍ତ୍ର: ଜପାକୁସୁମ ସଙ୍କାଶଂ କାଶ୍ୟପେୟମ୍ ମହାଦ୍ୟୁତିମ୍। ତମୋରିଂ ସର୍ବପାପଘ୍ନଂ ପ୍ରଣତୋସ୍ମି ଦିବାକରମ୍।

୫.ସୂର୍ଯ୍ୟ ଗାୟତ୍ରୀ ମନ୍ତ୍ର: ଓଁ ଆଦିତ୍ୟନାଥ ବିଦମହେ ଦିବାକରାୟ ଧୀମହି ତନ୍ନଃ ସୂର୍ଯ୍ୟ ପ୍ରଚୋଦୟାତ୍।

ହୃଦ ରୋଗ,ଚକ୍ଷୁ ରୋଗ,ପୋଲିଓ ଏବଂ କୁଷ୍ଠ ରୋଗ ତଥା ସବୁ ପ୍ରକାର ଅସାଧ୍ୟ ରୋଗ ଦୂର କରିବା ନିମନ୍ତେ ସୂର୍ଯ୍ୟ ଦେବତାଙ୍କ ଏହି ମନ୍ତ୍ରକୁ ଜପ କରିବା ଉଚିତ୍।

୬. ଓଁ ହୃଁ ହୀଁ ସଃ ସୂର୍ଯ୍ୟାୟଃ ନମଃ।

   Related Posts