Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବିଶ୍ବର ସବୁଠୁ ଦାମୀ କୋଠା, ୭୦ ହଜାର କୋଟି ଟଙ୍କାରୁ ଅଧିକ ଏହାର ଦାମ…

7/11/2019 at 4:34 PM

ଦୁନିଆରେ ଅନେକ ସୁନ୍ଦର ଘର ଓ ବିଲ୍‌ଡିଂ ରହିଛି। ତେବେ ବିଶ୍ବର ୫ଟି ସବୁଠୁ ଦାମୀ ବିଲ୍‌ଡିଂ ବିଷୟରେ ଜାମିଲେ ଆପଣ ଆଶ୍ଚର୍ୟ୍ୟ ହେବେ।

ବିଶ୍ବର ପଞ୍ଚମ ଦାମୀ ବିଲ୍‌ଡିଂ ହେଉଛି ଆମେରିକା ସ୍ଥିତ “ଦ କସ୍ମୋପଲିଟନ” (The Cosmopolitan) ।ଯାହାର ଦାମ ହେଉଛି ୩୧୨.୦୪ ବିଲିୟନ।

ବିଶ୍ବର ଚତୁର୍ଥ ଦାମୀ ବିଲ୍‌ଡିଂ ହେଉଛି ଏପଲ ହେଡକ୍ବାଟର୍ସ। ଏପଲ ପାର୍କ (Apple Park) ନାଁରେ ଏହି ବିଲ୍‌ଡିଂ ଜଣାଶୁଣା। ଏହାର ଦାମ ହେଉଛି ୩୫୪.୬୦ ବିଲିୟନ।

ବିଶ୍ବର ତୃତୀୟ ଦାମୀ ବିଲ୍‌ଡିଂ ହେଉଛି ମରୀନା ବେ ସେଣ୍ଡ (Marina Bay Sands) ।ସିଙ୍ଗାପୁର ସ୍ଥିତ ଏହି ବିଲ୍‌ଡିଂର ଦାମ ହେଉଛି ୪୨୫.୫୨ ବିଲିୟନ।

ମକ୍କା ସ୍ଥିତ ଅବ୍ରାଜ ଅଲ ବେୟତ ଟାୱର୍ସ (Abraaj Al Bait Towers) ହେଉଛି ବିଶ୍ବର ଦ୍ବିତୀୟ ଦାମୀ ବିଲ୍‌ଡିଂ। ଏହାର ଦାମ ହେଉଛି ୧୧୩୪.୭୨ ବିଲିୟନ।

ସାଉଦୀ ଆରବର ମକ୍କା ସ୍ଥିତ ମସଜିଦ ଅଲ ହରମ(Masjid al-Haram) ଦୁନିଆରେ ସବୁଠୁ ଦାମୀ ବିଲ୍‌ଡିଂ। ଏହାର ଦାମ ହେଉଛି ୭୦୯୨ ବିଲିୟନଠୁ ଅଧିକ। 

   Related Posts