Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବିଶ୍ୱର ସବୁଠାରୁ ସୁନ୍ଦର କୁକୁରର ମୃତ୍ୟୁ ; ସୋସିଆଲ ମିଡ଼ିଆରେ ଶୋକର ଛାୟା

21/01/2019 at 4:49 PM

ବିଶ୍ୱର ସବୁଠାରୁ ସୁନ୍ଦର ଏବଂ ଗୁଲୁଗୁଲିଆ କୁକୁରର ମୃତ୍ୟୁ ହୋଇଛି | କୁକୁରର ନାଁ ଥିଲା ବୁ | ବୟସ ୧୨ ବର୍ଷ | ୧୨ ବର୍ଷ ବୟସରେ ସେ ଏ ଦୁନିଆ ଛାଡି ଚାଲିଗଲା |

ଏନେଇ କୁକୁରର ମାଲିକ ନିଜେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ | ଦୁଃଖ ପ୍ରକାଶ କରି ବୁର ମାଲିକ ନିଜ ଫେସବୁକ ପେଜରେ ଲେଖିଥିଲେ ଯେ, ଆଜି ସକାଳେ ବୁର ମୃତ୍ୟୁ ହୋଇଯାଇଛି ଏବଂ ସେ ନିଜ ଘନିଷ୍ଠ ବନ୍ଧୁ ବଡି ପାଖକୁ ଚାଲିଯାଇଛି |

ଏହି ପୋଷ୍ଟକୁ ଏବେ ଯାଏଁ କୋଟି କୋଟି ଲୋକେ ଦେଖି ସାରିଛନ୍ତି | ଏହି ପୋଷ୍ଟରେ ୫୪ ହଜାର କମେଣ୍ଟ ଓ ୮୭ ହଜାର ସେୟାର ହୋଇସାରିଛି |


ପାମେରୀୟାନ ପ୍ରଜାତିର ବୁର ଘନିଷ୍ଠ ବନ୍ଧୁ ବଡିର ଗତବର୍ଷ ମୃତ୍ୟୁ ହୋଇଥଲା |

ଏବେ ବୁ ମଧ୍ୟ ଚାଲିଗଲା | ବୁର ମାଲିକ ବୁର ଫଟୋ ଇଣ୍ଟରନେଟରେ ଅପଲୋଡ଼ କରିବା ପରେ ଇଣ୍ଟରନେଟରେ ହଲଚଲ ଖେଳିଯାଇଥିଲା |

ବୁର ମାଲିକ କହିଛନ୍ତି ଯେ, ବଡିର ମୃତ୍ୟୁ ପରେ ବୁର ମନ ଭାଙ୍ଗି ଯାଇଥିଲା | କିନ୍ତୁ ସେ ଖୁସିରେ ଥିବ ବୋଲି କହିଚାଣ୍ଟିଂ |

   Related Posts