Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଆଜି ବିଶ୍ଵ ହସ୍ତୀ ଦିବସ : ନନ୍ଦନକାନନରେ ପାଳନ ହେଲା ହସ୍ତୀ ଦିବସ

12/08/2019 at 11:59 AM

ଭୁବନେଶ୍ବର ୧୨/୮: ଆଜି ବିଶ୍ଵ ହସ୍ତୀ ଦିବସ । ଏହି ଉପଲକ୍ଷେ ନନ୍ଦନକାନନରେ ଗୌରୀ,ମାମା,କମଳା,ଜୁଲି ନାମକ ହାତୀଙ୍କୁ ଏହି ଦିବସରେ ସାମିଲ କରାଯାଇଛି ।

ବନବିଭାଗର କେତେକ ପ୍ରତିବନ୍ଧକ ଯୋଗୁ ପୂର୍ବ ଭଳି ହାତୀ ମାନଙ୍କୁ ଆଉ ଚିତ୍ର ବିଚିତ୍ର କରାଯାଇନାହିଁ । ଛାତ୍ରଛାତ୍ରୀ ଓ ନିମନ୍ତ୍ରିତ ଅତିଥି ମାନଙ୍କ ଗହଣରେ ନନ୍ଦନକାନନ ରେ ଏହି ଉତ୍ସବ ପାଳନ କରାଯାଉଛି ।

   Related Posts