ବିଶ୍ବକପ୍ କ୍ରିକେଟ୍ ୨୦୧୯ : ଆଜି ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଟକ୍କର

Published By : Prameya-News7 Bureau | June 20, 2019 IST

ଲଣ୍ଡନ ୨୦|୬: ଆଜି ବିଶ୍ବକପ୍ ରେ ୨୬ ତମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ଟକ୍କର ହେବ । ଏହି ମ୍ୟାଚ୍ ରେ ମଧ୍ୟ ବିଜୟୀ ହୋଇ ବାଂଲାଦେଶ ସେମିଫାଇନାଲ ଆଡ଼କୁ ଆଉ ପାଦେ ଆଗେଇବା ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସାକିବ୍ ପୁଣିଥରେ ଧୁଆଁଧାର ଇନିଂସ ଖେଳିବାର ପ୍ରୟାସ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.