Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ଆଜି ବିଶ୍ବ ଏଡସ୍ ଦିବସ, ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ

1/12/2019 at 10:01 AM

ଭୁବନେଶ୍ବର ୦୧।୧୨: ଆଜି ବିଶ୍ବ ଏଡସ୍  ଦିବସ । ପ୍ରତିବର୍ଷ  ଡିସେମ୍ବର ୧କୁ  ବିଶ୍ବ ଏଡସ୍ ଦିବସ ଭାବେ ପାଳନ କରାଯାଉଛି ।  ସାରା ବିଶ୍ବରେ ଏଡସ୍  ସଚେତନତାକୁ ଅଧିକ  ତ୍ବରାନ୍ବିତ କରାଗଲେ ହିଁ ଏଡସ ଭଳି ମହାମାରୀରୁ ବିଶ୍ବକୁ ରକ୍ଷା କରାଯାଇ ପାରିବ  । 

ଚଳିତ ବର୍ଷ  ଏଡସ୍  ଦିବସର ଥିମ୍  ରହିଛି  “କମ୍ୟୁନିଟି ମେକ ଦ ଡିଫରେଣ୍ଟ ‘   ।  ଭାରତ ଭଳି ବିକାଶୀଳ ଦେଶରେ  ଏଚଆଇଭି ଆକ୍ରାନ୍ତଙ୍କ ସଖ୍ୟ  ଉଦବେଗ ଜନକ ଭାବେ ବୃଦ୍ଧି ପାଉଛି  । ଆମ ରାଜ୍ୟର ଗଞ୍ଜାମ ଜିଲ୍ଲାରେ  ସବୁଠୁ ଅଥିକ ଏଚଆଇଭି ଆକ୍ରାନ୍ତ ଥିବା ସର୍ବେକ୍ଷଣରୁ ଜଣା ପଡିଛି । । ତେବେ ଏଚଆଇଭି ସଂକ୍ରମଣକୁ ରୋକିବାକ ପାଇଁ  ସଚେତନ ତା ହିଁ ଏକମାତ୍ର ମାଧ୍ୟମ ।  ସେପଟେ ଏହି ଦିବସର ତାତ୍ପର୍ଯ୍ୟ ଓ ବିଶେଷତ୍ବ ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ  ପୁରୀ ବେଳାଭୂମିରେ ବାଲୁକା କଳା ପଦର୍ଶିତ ହୋଇଛି ।  ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଶିଳ୍ପୀମାନେ ଏହି ଅବସରରେ ଏଡସ୍ ର ପ୍ରତୀକ ରେଡ୍ ରିବନ୍ ସହ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରିଥିଲେ । ବିଶ୍ବ ସମୁଦାୟକୁ ଏଡସ୍ ଭଳି ମାରାତ୍ମକ ରୋଗରୁ ମୁକ୍ତ କରିବା ପାଇଁ ଏହି ବାଲୁକା କଳାରେ ବାର୍ତ୍ତା ଦିଆଯାଇଛି ।

   Related Posts